• Home
  • Learn Geeta
    • PDFs
      • Geeta Adhyay PDF
      • Basic Sanskrit Grammar
      • Reference Books
    • Videos
      • Lead and follow
      • Solo with written shlokas
    • Audios
      • Lead and follow
      • Solo
    • News Letter
  • Ram-Prathishtha
  • About
  • Shop
    • Buy Books Online
    • Offline Stores
    • Pracharak Portal
  • Registration
    • New Registration
    • गीतासेवी (Geeta Volunteer)
  • Contact
    • Contact Us
    • Testimonials
Menu
  • Home
  • Learn Geeta
    • PDFs
      • Geeta Adhyay PDF
      • Basic Sanskrit Grammar
      • Reference Books
    • Videos
      • Lead and follow
      • Solo with written shlokas
    • Audios
      • Lead and follow
      • Solo
    • News Letter
  • Ram-Prathishtha
  • About
  • Shop
    • Buy Books Online
    • Offline Stores
    • Pracharak Portal
  • Registration
    • New Registration
    • गीतासेवी (Geeta Volunteer)
  • Contact
    • Contact Us
    • Testimonials

Learngeeta ସ୍ବେଚ୍ଛାସେବୀଙ୍କ ଶପଥ

1. ମୁଁ ପରମ ପୂଜ୍ୟ ଶ୍ରଦ୍ଧେୟ ସ୍ୱାମୀଜୀଙ୍କ ନିର୍ଦ୍ଦେଶ, ଗୀତା ପରିବାରର ସମସ୍ତ ନୀତି ନିୟମ ଏବଂ ଗୀତା ପରିବାରର ବରିଷ୍ଠ ପଦାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱୀକୃତ ସମସ୍ତ ଦାୟିତ୍ୱ ସମ୍ପର୍ଣ୍ଣ କରିବି। *
2. ମୁଁ ପରିଚାଳନା କମିଟିର ସମସ୍ତ ବୈଠକରେ ଉପସ୍ଥିତ ରହିବି। କେତେକ ଅତ୍ୟନ୍ତ ଅପରିହାର୍ଯ୍ୟ ଅବସ୍ଥା ରେ ମୋତେ ବୈଠକରେ ଅନୁପସ୍ଥିତ ରହିବାର ଥିଲେ, ଏଥିନିମିତ୍ତ ଯଥେଷ୍ଟ ପୂର୍ବରୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇ ସେଥିନିମିତ୍ତ ଅନୁମତି ପ୍ରାପ୍ତ କରିବି। *
3. ପ୍ରଶିକ୍ଷାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିଷୟରେ ମୋତେ ଯାହା ବି ତଥ୍ୟ ପ୍ରାପ୍ତ ହେବ, ସେସବୁକୁ ମୁଁ ନିଶ୍ଚୟ ଗୋପନୀୟ ରଖିବି। ଗୀତା ପରିବାର ବ୍ୟତୀତ ଅନ୍ୟ କୌଣସି ପରିସ୍ଥିତିରେ ଏପରିକି ବ୍ୟକ୍ତିଗତ ବା ଅନ୍ୟ କୌଣସି କାରଣରୁ ମଧ୍ୟ ପ୍ରଶିକ୍ଷାର୍ଥୀ ବା କାର୍ଯ୍ୟକର୍ତ୍ତାଙ୍କ ସୂଚନା (ନାମ, ମୋବାଇଲ ନମ୍ବର ଇତ୍ୟାଦି) ର ଉପଯୋଗ କରିବି ନାହିଁ। *
4. ମୋର ଆଚରଣ ଦ୍ୱାରା ଏହି ଦୈବୀ କାର୍ଯ୍ୟରେ କୌଣସି ପ୍ରଶିକ୍ଷାର୍ଥୀ କିମ୍ବା ମୋର କୌଣସି ସାଥୀ କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ଦୁଃଖ ନପହଞ୍ଚାଇବା ପାଇଁ ଶତତ ସାବଧାନ ରହିବି। *
5. ମୁଁ ଭଗବାନଙ୍କ ଦ୍ୱାରା ନିଯୁକ୍ତ ଜଣେ ଭକ୍ତ ଭଳି ପୂର୍ଣ୍ଣ ଅନୁଶାସନଯୁକ୍ତ ତଥା ନିଷ୍ଠା ସହକାରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବି। ପ୍ରତିଟି କାର୍ଯ୍ୟ ମୋ ପାଇଁ ପୂଜା ଏବଂ ସାଧନା ସଦୃଶ, ଏହି ଭାବନା ରଖି ମୁଁ କାର୍ଯ୍ୟ କରିବି। ନିଜକୁ ପ୍ରାଧାନ୍ୟ ନଦେଇ ସର୍ବଦା କାର୍ଯ୍ୟକୁ ହିଁ ପ୍ରାଧାନ୍ୟ ଦେବି। *
6. ଗୀତା ପରିବାରର ସମସ୍ତ ସାହିତ୍ୟ ତଥା ମିଳୁଥିବା ସମସ୍ତ ପ୍ରକାରର ପ୍ରଶିକ୍ଷଣ ସାମଗ୍ରୀ ର ଉପଯୋଗ ଗୀତା ପରିବାରର ବିନା ଅନୁମତିରେ ଅନ୍ୟ କୌଣସି ପ୍ରକାରର ପ୍ରକଳ୍ପ ପାଇଁ ମୁଁ ବ୍ୟବହାର କରିବି ନାହିଁ। *
7. ଲର୍ଣ୍ଣ ଗୀତା ଏବଂ ଗୀତା ପରିବାର ଦ୍ୱାରା ପ୍ରଦାନ କରାଯାଉଥିବା ସାମଗ୍ରୀ ଗୁଡିକ ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଉପକ୍ରମଣିକା, ତାହା ଯେତେ ଭଲ ହୋଇଥାଉନା କାହିଁକି, ସେସବୁକୁ ମୁଁ ଗୀତା ପରିବାରର କାର୍ଯ୍ୟକର୍ତ୍ତା କିମ୍ବା ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ କିମ୍ବା ସାମୁହିକ ଭାବରେ ସେୟାର କରିବି ନାହିଁ। *
8. ମୁଁ ପ୍ରଶିକ୍ଷକ/ସମୂହ ସଂଚାଳକ/ବୈଷୟିକ ସହାୟକ/ବ୍ୟାଚ୍ ସଂଯୋଜକ/ମନିଟରିଂ ଟିମ୍ ଆଦି ସଦସ୍ୟ ହେବାଦ୍ୱାରା ଯେ କିଛି ବିଶିଷ୍ଟ ହୋଇଗଲି, ଏପରି ଗର୍ବ କେବେବି ମନରେ ଆଣିବି ନାହିଁ। *
9. ଯଦି ମୋ ଦ୍ୱାରା ଦିଆଯାଇଥିବା କୌଣସି ପ୍ରସ୍ତାବ ପରିଚାଳନା ପରିଷଦ ଦ୍ୱାରା ଗୃହୀତ ନହୁଏ, ତେବେ ବି ମୁଁ ମନରେ ସେ ବିଷୟରେ କୌଣସି ପ୍ରକାରର ରାଗ ବା ଅନ୍ୟ ବିଚାର ଆଣିବି ନାହିଁ। *
10. ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ କୌଣସି ପ୍ରକାରର ସାମାଜିକ ପ୍ରତିଷ୍ଠା କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ବିନା, ସେବା ମନୋଭାବ ନେଇ ଏପରି ଏକ ଭଗବତ୍ କାର୍ଯ୍ୟରେ ନିଷ୍ଠାପର ଦାୟିତ୍ୱ ନିର୍ବାହ କରିବି। *
11. ମୁଁ ଏଥିପୂର୍ବରୁ ଜଡିତ ଥିବା ସଂସ୍ଥାର ପ୍ରଚାର ପ୍ରସାର କେବେ ବି ଗୀତା ପରିବାର ପ୍ରଶିକ୍ଷାର୍ଥୀ କିମ୍ବା ସାଥୀ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କରିବି ନାହିଁ। ପ୍ରଶିକ୍ଷାର୍ଥୀ ଯେତେ ଦକ୍ଷ ହୁଅନ୍ତୁ ନା କାହିଁକି, ମୁଁ କେବେ ବି କୌଣସି କାରଣରୁ ସେମାନଙ୍କ ସହିତ ଅନ୍ୟ କୌଣସି ଗ୍ରୁପ୍ ରେ ସମ୍ମିଳିତ ହେବି ନାହିଁ ଯାହାକି, ଗୀତା ପରିବାର ଦ୍ଵାରା ଅନୁମୋଦିତ ହୋଇନାହିଁ। *

Brief Introduction

I'm selected for *

Contact Info

Main office

  • Sanskar Bal Bhavan, Janta Raja Maidan, Shivaji Nagar, Tal. Sangamner Dist. Ahmednagar State. Maharashtra
  • info@geetapariwar.org

Important links

  • Home
  • About Us
  • Basic Sanskrit Grammar
  • Geeta Adhyay PDF
  • Santha Kaksha Registration
  • Contact Us

Newsletter

Subscribe to receive inspiration, ideas, and news in your inbox.

Click Here

॥ गीता पढ़ें, पढ़ायें, जीवन में लायें ॥